କମାକ୍ଷାନଗର ରେଞ୍ଜ ସମାଟାଙ୍ଗି ଗାଁରେ ୧୨ଟିକିଆ ହାତୀପଲ
କମାକ୍ଷାନଗର ରେଞ୍ଜ ସମାଟାଙ୍ଗି ଗାଁରେ ୧୨ଟିକିଆ ହାତୀପଲ
ଚାଷ ସମୟ ଆସି ଯାଇଛି ଏହାରି ଭିତରେ ହାତୀପଲ କାମାକ୍ଷାନଗର ରେଞ୍ଜ ଅଞ୍ଚଳକୁ ଆସି ଗଲେଣି ।ଗତକାଲି ରାତିରେ ୧୨ଟିକିଆ ହାତୀପଲ ଅଁଳାବେରେଣି ଫରେଷ୍ଟ ଅଂଚଳରୁ କାମାକ୍ଷାନଗର ସମାଟାଙ୍ଗି ଗାଁ ନିକଟକୁ ଆସିଛନ୍ତି ।ଖବର ପାଇ କାମାକ୍ଷାନଗର ରେଞ୍ଜର କୈଳାସ ସାହୁ ଓ ଅନ୍ୟ ବନ କର୍ମଚାରୀ ହାତୀକୁ ଘଉଡାଇବାକୁ କରୁଛନ୍ତି ଉଦ୍ୟମ ।ହାତୀପଲ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ରହି ଯାଇଛନ୍ତି ।
