ବିଶ୍ୱବିଦ୍ୟାଳୟରେ ୧୪ଶହ ପଦବୀ ପୂରଣ ହେବ

ବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ ଲ କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ -ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ-ବିଶ୍ୱବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି-ବିଶ୍ୱବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆ ସରିଛି ପଦବୀ ପୂରଣ ପାଇଁ-ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସଏସବିକୁ ନିର୍ଦ୍ଦେଶ ଦିଆଯାଇଛି-ଜୁଲାଇ ପୂର୍ବରୁ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ OPSCକୁ ଦାୟିତ୍ବ l

Leave a Reply

Your email address will not be published. Required fields are marked *