ପ୍ରତି ବର୍ଷ 15 ହଜାର ଶିକ୍ଷକଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବ

ପ୍ରତି ବର୍ଷ 15 ହଜାର ଶିକ୍ଷକଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି…….ତା ସହ ସମସ୍ତ ସ୍କୁଲରେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦିଆଯିବ: ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *