ଆନନ୍ଦପୁର ମହାବିଦ୍ୟାଳୟ ରେ ଅଧ୍ୟାପକ ଦ୍ବୟ ଙ୍କୁ ସମ୍ବର୍ଦ୍ଧନା

ଆନନ୍ଦପୁର ମହାବିଦ୍ୟାଳୟ ରେ ଅଧ୍ୟାପକ ଦ୍ବୟ ଙ୍କୁ ସମ୍ବର୍ଦ୍ଧନା
ଆନନ୍ଦପୁର ମହାବିଦ୍ୟାଳୟ ର ଷ୍ଟାଫ କମନ୍ ରୁମ୍ ରେ ଅନୁଷ୍ଠିତ କର୍ମ ଚାରି ସଂଘ ର ଏକ ସଭା ସଭାପତି ଡକ୍ଟର ନିମାଇଁ ଚରଣ ରାଉତ ଙ୍କ ସଭପତିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି
ରେଭେନ୍ସା ବିଶ୍ଵବିଦ୍ୟାଳୟ ରୁ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଡକ୍ଟର ଦେବାଶିଷ ଆଚାର୍ଯ୍ୟ Ph.D ଡ଼ିଗ୍ରୀ ହାସଲ କରିଥିବାରୁ ତାଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ
ସେହିପରି ରସାୟନ ବିଜ୍ଞାନ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା ଧରଣୀଧର ବିଶ୍ଵବିଦ୍ୟାଳୟ ର ସିନେଟ୍ ରେ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ମଧ୍ୟ ଅଧ୍ୟକ୍ଷ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ
ଏଥି ନିମନ୍ତେ ଧରଣୀଧର ବିଶ୍ଵବିଦ୍ୟାଳୟ ର ଭାଇସ ଚ୍ୟାନ୍ସେଲାର,ରେଜିଷ୍ଟ୍ରାର, ଓ କର୍ତ୍ତୃପକ୍ଷ ଙ୍କୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ କୃତଜ୍ଞ ତା ପ୍ରଦାନ କରିଛନ୍ତି
ସର୍ବ ଶେଷରେ ସମ୍ପାଦିକା ଭାରତୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *