ପୁରୀରେ 3ଯୁବତୀ କୁ ଅସଦାଚରଣ
ପୁରୀ କଣ୍ଠପୁର ଗ୍ରାମ ର 3ଯୁବତୀ ମନ୍ଦିର ରୁ ଦର୍ଶନ ସାରି ସନ୍ଧ୍ୟା ରେ ଘରକୁ ଫେରୁଥିବା ସମୟ ରେ 6ଜଣ ଯୁବକ ସେମାନଙ୍କୁ ଟଣା ଓଟରା କରିଥିଲେ,, ଯୁବତୀ ପାଟି କରିବାରୁ ସ୍ଥାନୀୟ ଲୋକେ ପହଂଚି 2ଜଣକୁ କାବୁ କରିଥିଲେ,, ଆଉ 4ଜଣ ଯୁବତୀ ଙ୍କ ସୁନା ଚେନ ଓ ପସ ନେଇ ଖସି ପଳାଇ ଯାଇଥିବା ଜଣା ପଡିଛି, ପସ ରେ 3000ହଜାର ରୁ ଉର୍ଦ୍ଧ ଟଙ୍କା ଥିବା ଯୁବତୀ କହିଛନ୍ତି, ଯୁବତୀ ଙ୍କ ବାପା ସଦର ଥାନା ରେ ଲିଖିତ ଜଣାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକ ମାନେ ବ୍ରହ୍ମଗିରି ର ବୋଲି ପୁରୀ sp ପ୍ରତିକ୍ରିୟା ରଖିଛନ୍ତି
