ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା:

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା: ପଶ୍ଚିମବଙ୍ଗ ପାଇଁ ବିଜେପିର ସଂକଳ୍ପପତ୍ର ଜାରି…..ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା…..ଗର୍ଭବତୀ ମହିଳାଙ୍କୁ ୨୧ ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା…..ଅଙ୍ଗନବାଡି କର୍ମଚାରୀଙ୍କ ମାନଦଣ୍ଡ ବୃଦ୍ଧି କରାଯିବ……ସରକାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ସୁନିଶ୍ଚିତ କରାଯିବ…..ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ସହ ସବୁ ଯୋଜନା କାର୍ଯ୍ୟକାରୀ ହେବ……ପ୍ରତିବର୍ଷ କୃଷକଙ୍କ ଖାତାକୁ ଯିବ ୯ ହଜାର ଟଙ୍କା…..ସାଂସ୍କୃତିକ ଐତିହ୍ୟର ପ୍ରସାର ପାଇଁ ବନ୍ଦେ ମାତରମ୍ ସଂଗ୍ରହାଳୟ ନିର୍ମାଣ……

Leave a Reply

Your email address will not be published. Required fields are marked *