୧୧ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ତରଫରୁ ୪ର୍ଥ ସମ୍ମିଳନୀ ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ

ଆଜି ୮/୧୧ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ତରଫରୁ ୪ର୍ଥ ସମ୍ମିଳନୀ ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କରାଯାଇଛି, ଏହି ସମ୍ମିଳନୀ ରେ ସଭାପତିତ୍ୱ କରିଥିଲେ ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ର ସଭାପତି ପୀତବାସ ବେହେରା,ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ ଆଶାକର୍ମୀ ସଂଘ ର ରାଜ୍ୟ ସଭାପତି ଲୋଭାକାନ୍ତ ସ୍ୱାଇଁ,ସମ୍ମିଳନୀ ରେ ବକ୍ତ୍ୟବ ରଖିଥିଲେ citu ର ରାଜ୍ୟ ସମ୍ପାଦକ ଉଲ୍ଲାସ ସ୍ୱାଇଁ,ଶରତ ରାୟ ଗୁରୁ,ଆଶାକର୍ମୀ ସଂଘ ର ନେତ୍ରୀ ବନବାସିନୀ ମହାପାତ୍ର, ଜିଲ୍ଲା ସମ୍ପାଦିକା ଶ୍ରୀ ଯେତ୍ରୀ ସ୍ୱାଇଁ, ଶୈଳବାଳା ସ୍ୱାଇଁ,ଲଷ୍ମୀପ୍ରିୟା ବାରିକ,ମମତା ପ୍ରଧାନ,ସୁକାନ୍ତି ମଲ୍ଲିକ,ପ୍ରମୁଖ ଉପସ୍ଥିତ ସହ, ସମସ୍ତ ନେତା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଆଶା କର୍ମୀ ଙ୍କ ପ୍ରତି ଵ୍ୟ ମାତୃକ ମନୋଭାବ କିଭଳି,ରହିଛି ସେ ସମ୍ପର୍କ ରେ ବିଷଦ ଭାବରେ ଆଲୋଚନା କରିଥିଲେ,ଅନ୍ୟ ରାଜ୍ୟ ତୁଳନାରେ ଆଶାକର୍ମୀ ଙ୍କୁ କିଭଳି ଶୋଷଣ କରାଯାଉଛି ତାହା ମଧ୍ୟ ଆଲୋଚନା କରାଯାଇଥିଲା, ଏ ସରକାର ଏକ ମହିଳା ବିରୋଧୀ ସରକାର,, ରାଜ୍ୟ ସଭାପତି ବିଷଦ ଭାବରେ ଆଲୋଚନା କରିଥିଲେ,ଆଶାକର୍ମୀ ମଧ୍ୟାହ୍ନ ଭୋଜନ ପାଚିକା, ଅଙ୍ଗନବାଡି କର୍ମୀ ମିଶନ ଶକ୍ତି ମହିଳା ମାନଙ୍କ ପ୍ରତି କେତେ ଦରଦଏହି ଥିରୁ ଜାଣିପାରିବେ,ସରକାର ଶ୍ରମିକ ମାନଙ୍କୁ ସର୍ବ ନିମ୍ନ ମଜୁରୀ ନ ଦେବା ବେଳେ ସାମାଜିକ ସୁରକ୍ଷା ପାଇଁ ଦାବି କରିଛନ୍ତି ଆଶାକର୍ମୀ ଅସୁସେସନ ର ସଭାପତି ପୀତବାଦ ବେହେରା

Leave a Reply

Your email address will not be published. Required fields are marked *