5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଙ୍କ ଦୁଇ ଦିନ ଗଂଜାମ ଗସ୍ତ୍ର

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଙ୍କ ଦୁଇ ଦିନ ଗଂଜାମ ଗସ୍ତ୍ର ଆଜି ଏହି ଗସ୍ତ୍ର ଅବସରରେ 5T ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀ ଯୁଗ୍ମ ସଚିବ subhansu mishar , ଗଂଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ପ୍ରକଳ୍ପ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ଦିବ୍ୟଜ୍ୟୋତି ରଞ୍ଜନ କୁମାର ଦେଓ, ହିଞ୍ଜିଳିକାଟୁ ପୌରପରିଷଦ ଅଧିକାରୀ ଜୁଵୁଲି ଚରଣ ବେହେରା, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ,ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓଡ଼ିଶା କୃଷି ବିପଣନ ପ୍ରମୁଖ ସଚିବ ସୁରେନ୍ଦ୍ର ପ୍ରଧାନ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଦେବାନନ୍ଦ ମହାପାତ୍ର,ଅଜୟ ମହାରଣା, ଏହା ସୁଦର୍ଶନ, ପ୍ୟାରୀମୋହନ ପାଢ଼ୀ, ପୌରପରିଷଦ ଅଧ୍ୟକ୍ଷୟ ସୁବାସ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପ୍ରମୁଖ ସମୀକ୍ଷା ଯୋଗଦେଇଥିଲେ, ହିଞ୍ଜିଳି ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏଵଂ ଜିଲ୍ଲା ପରିଷଦ ସହ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

Leave a Reply

Your email address will not be published. Required fields are marked *