_ପୌରପରିଷର ଜବର ଦଖଲ ଉଛେଦ ବଳିପଡିଲେ ନିରୀହ ଗରିବ ୭ ପରିବାର
** ଆନନ୍ଦପୁର ପୌରପରିଷଦ ତରଫରୁ ୭ ନମ୍ବର ୱାର୍ଡ ଫିଲ୍ମ ହଲ ଛକ ରାଜପଥଠାରୁ ୫00 ମିର୍ଟର ଭିତରକୁ ଦୀର୍ଦ୍ଧ ୩୦ ବର୍ଷରୁ ଉର୍ଦ୍ଧ ଧରି ବେସାହାରା ଭାବେ ଗରିବ ଲୋକଙ୍କର ୭ ଟି ଘରକୁ ଭାଙ୍ଗି ଏହି ଜଡ ଶୀତରେ ଖୋଲା ଆକାଶ ତଳେ ଘର ଗୁଡିକୁ ଭାଙ୍ଗି ଥିବାର ଜଣାପଡିଛି l ସରକାରଙ୍କ ତରଫରୁ ଗରିବ ଲୋକଙ୍କ ପାଇଁ ୪ଡ଼ିସିମିଲ ଜାଗା ଦିଆ ଯାଉଥିବାବେଳେ ନିରୀହ ଗରିବ ଲୋକଟି ବହୁ କଷ୍ଟରେ କରିଥିବା ଘରକୁ ଆଖିସାମ୍ନାରେ ଭଂଗାଯାଉଥିବା ଦୃଶ୍ୟ କରିଥିବା ଲୋକର ଆଖିରୁ ଲୁହ ରକ୍ତ ବୋହିବା ସଦୃଶ୍ୟ ବୋଲି ଗଣମାଧ୍ୟ୍ୟମକୁ ଜଣାଇଛନ୍ତି l ପ୍ରକାଶ ଥାଉକି ଘସିପୁରା ଏବଂ ଆନନ୍ଦପୁର ଅଞ୍ଚଳରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସହ ସହ ସରକାରିଜମିରେ ଜବର ଦଖଲ କରି ଘର କରିଥିବା ଅନେକ ସମ୍ବାଦ ପତ୍ରରେ ବାହାରିଥିଲେହେ ସେମାନଙ୍କ ଜାଗା ପୌରପରିଷଦ ତରଫରୁ ଆକ୍ଟିଆର ନକରି ଦୀର୍ଘଦିନରୁ ରହିଆସିଥିବା ଗରିବ ଲୋକଙ୍କ ଘରକୁ ଭାଙ୍ଗି ପୌରପରିଷଦ ବାହାବା ନେଉଅଛି l ସୂଚନା ଅନୁଯାଇ ନିକଟ ବ୍ରିଜ ଛକ ନିକଟରେ ଅନେକ ସରକାରୀ ଜାଗା ଥିଲାବେଳେ ସେଗୁଡିକୁ ଉଛେଦ ନକରି ଜଙ୍ଗଲ ଭିତରେ ୩୦ ବର୍ଷରୁ ଅଧିକ ଦିନ ଧରି ରହିଆସିଥିବା ଘର ଗୁଡିକ ଭଂଗାଯିବ ଗରିବ ଲୋକଙ୍କ ଘର କେତେ ଧୂର ଯତlର୍ଥ ତାହା ସମୟ କହିବ l ସୂଚନା ଅନୁଯାଇ ଜଣାପଡିଛି , ୭ନମ୍ବର ୱାଡରେ ଥିବା ପୌରପରିଷଦର ନିଜ କଲ୍ୟାଣ ମଣ୍ଡପ ରାସ୍ତା ନାହିଁ l ବର୍ତମାନ ଯେଉଁ କଲ୍ୟାଣ ମଣ୍ଡପକୁ ରାସ୍ତାଟି ଅଛି, ତାହା ଜଣେ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ପଟlକରି ନେଇଛି l ଏହି ନିକଟରେ ସେହି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟର ଗାଡି ଯାଉଥିବାବେଳେ ସେହି ବ୍ୟକ୍ତି ଜଣକ ଗାଡିକୁ ଅଟକାଇ ଫେରାଇ ଦେଇଥିବାରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା l ବରିଷ୍ଠ ନାଗରିକଙ୍କ କହିବା ଅନୁଯାଇ ତୁରନ୍ତ ପୌରପାରିଷଦ କଲ୍ୟାଣ ମଣ୍ଡପ ରାସ୍ତାକୁ ବାହାର କରାଯାଇ ନିକଟରେ ଚଞ୍ଚକତା କରି ନେଇଥିବା ଜମିକୁ ଜବର ଦଖଲ ମୁକ୍ତ କରି ବାହାର କଲେ ଆନନ୍ଦପୁର ବାସୀଙ୍କ ପାଈଁ ବହୁତ ଭଲ ହେବ l ଏଣୁ ଆନନ୍ଦପୁର ର ଉଚପଦସ୍ଥ ଅଧିକାରୀ ତୁରନ୍ତ କଲ୍ୟାଣ ମଣ୍ଡପ ରାସ୍ତା କୁ ମୁକ୍ତ କରିବାକୁ ସାଧାରଣରେ ନାଗରିକମାନେ ଦାବି କରିଛନ୍ତି l ଆନନ୍ଦପୁର ପୌରପରିଷଦ ତରଫରୁ ୭ ନମ୍ବର ୱାର୍ଡ ଫିଲ୍ମ ହଲ ଛକ ରାଜପଥଠାରୁ ୫00 ମିର୍ଟର ଭିତରକୁ ଦୀର୍ଦ୍ଧ ୩୦ ବର୍ଷରୁ ଉର୍ଦ୍ଧ ଧରି ବେସାହାରା ଭାବେ ଗରିବ ଲୋକଙ୍କର ୭ ଟି ଘରକୁ ଭାଙ୍ଗି ଏହି ଜଡ ଶୀତରେ ଖୋଲା ଆକାଶ ତଳେ ଘର ଗୁଡିକୁ ଭାଙ୍ଗି ଥିବାର ଜଣାପଡିଛି l ସରକାରଙ୍କ ତରଫରୁ ଗରିବ ଲୋକଙ୍କ ପାଇଁ ୪ଡ଼ିସିମିଲ ଜାଗା ଦିଆ ଯାଉଥିବାବେଳେ ନିରୀହ ଗରିବ ଲୋକଟି ବହୁ କଷ୍ଟରେ କରିଥିବା ଘରକୁ ଆଖିସାମ୍ନାରେ ଭଂଗାଯାଉଥିବା ଦୃଶ୍ୟ କରିଥିବା ଲୋକର ଆଖିରୁ ଲୁହ ରକ୍ତ ବୋହିବା ସଦୃଶ୍ୟ ବୋଲି ଗଣମାଧ୍ୟ୍ୟମକୁ ଜଣାଇଛନ୍ତି l ପ୍ରକାଶ ଥାଉକି ଘସିପୁରା ଏବଂ ଆନନ୍ଦପୁର ଅଞ୍ଚଳରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସହ ସହ ସରକାରିଜମିରେ ଜବର ଦଖଲ କରି ଘର କରିଥିବା ଅନେକ ସମ୍ବାଦ ପତ୍ରରେ ବାହାରିଥିଲେହେ ସେମାନଙ୍କ ଜାଗା ପୌରପରିଷଦ ତରଫରୁ ଆକ୍ଟିଆର ନକରି ଦୀର୍ଘଦିନରୁ ରହିଆସିଥିବା ଗରିବ ଲୋକଙ୍କ ଘରକୁ ଭାଙ୍ଗି ପୌରପରିଷଦ ବାହାବା ନେଉଅଛି l ସୂଚନା ଅନୁଯାଇ ନିକଟ ବ୍ରିଜ ଛକ ନିକଟରେ ଅନେକ ସରକାରୀ ଜାଗା ଥିଲାବେଳେ ସେଗୁଡିକୁ ଉଛେଦ ନକରି ଜଙ୍ଗଲ ଭିତରେ ୩୦ ବର୍ଷରୁ ଅଧିକ ଦିନ ଧରି ରହିଆସିଥିବା ଘର ଗୁଡିକ ଭଂଗାଯିବ ଗରିବ ଲୋକଙ୍କ ଘର କେତେ ଧୂର ଯତlର୍ଥ ତାହା ସମୟ କହିବ l ସୂଚନା ଅନୁଯାଇ ଜଣାପଡିଛି , ୭ନମ୍ବର ୱାଡରେ ଥିବା ପୌରପରିଷଦର ନିଜ କଲ୍ୟାଣ ମଣ୍ଡପ ରାସ୍ତା ନାହିଁ l ବର୍ତମାନ ଯେଉଁ କଲ୍ୟାଣ ମଣ୍ଡପକୁ ରାସ୍ତାଟି ଅଛି, ତାହା ଜଣେ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ପଟlକରି ନେଇଛି l ଏହି ନିକଟରେ ସେହି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟର ଗାଡି ଯାଉଥିବାବେଳେ ସେହି ବ୍ୟକ୍ତି ଜଣକ ଗାଡିକୁ ଅଟକାଇ ଫେରାଇ ଦେଇଥିବାରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା l ବରିଷ୍ଠ ନାଗରିକଙ୍କ କହିବା ଅନୁଯାଇ ତୁରନ୍ତ ପୌରପାରିଷଦ କଲ୍ୟାଣ ମଣ୍ଡପ ରାସ୍ତାକୁ ବାହାର କରାଯାଇ ନିକଟରେ ଚଞ୍ଚକତା କରି ନେଇଥିବା ଜମିକୁ ଜବର ଦଖଲ ମୁକ୍ତ କରି ବାହାର କଲେ ଆନନ୍ଦପୁର ବାସୀଙ୍କ ପାଈଁ ବହୁତ ଭଲ ହେବ l ଏଣୁ ଆନନ୍ଦପୁର ର ଉଚପଦସ୍ଥ ଅଧିକାରୀ ତୁରନ୍ତ କଲ୍ୟାଣ ମଣ୍ଡପ ରାସ୍ତା କୁ ମୁକ୍ତ କରିବାକୁ ସାଧାରଣରେ ନାଗରିକମାନେ ଦାବି କରିଛନ୍ତି l
