କନ୍ଧମାଳ ଜିଲ୍ଲା ବାଲିଗୁଡା ବାରଖମା ଠାରେ 75ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଧୁମ ଧାମ ରେ ପାଳିତ
କନ୍ଧମାଳ ଜିଲ୍ଲା ବାଲିଗୁଡା ବାରଖମା ଠାରେ 75ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଧୁମ ଧାମ ରେ ପାଳିତ ହୋଇଛି, ବାରଖମା ସ୍ପଡ଼ସ ୟୁଥ ଆସସେସନ ଦ୍ୱାରା ଖେଳ ପଡିଆ ଠାରେ ଆୟୋଜନ କରାଯାଇ ଥିଲା,ପଞ୍ଚାୟତ ଜନପ୍ରତିନିଧି ତଥା ସମାଜ ସେବୀ ଶ୍ରୀ ପରମାନନ୍ଦ ନାୟକ ପତାକା ଉତ୍ତଳନ କରିଥିଲେ ଓ ସାଧାରଣ ଦିବସ ଉପରେ ସମ୍ଭାଷଣ ରଖି ଥିଲେ, ତତ୍ପରେ ବାରଖମା ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ୟାରେଡ ରେ ଯୋଗଦାନ କରିଥିଲେ, ଡି ବେଟ, ନୃତ୍ୟ, ସଂଗୀତ ପ୍ୟାରେଡ ପ୍ରତିଯୋଗିତା ହୋଇଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା, ମୁଖ୍ୟ ଅତିଥି ଭାବେ ସରପଞ୍ଚ କୁମୁଦିନୀ ମଲ୍ଲିକ, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ନୀଳାମ୍ବର ପାତ୍ର, ପୂର୍ବ ତନ ସରପଞ୍ଚ କୁନାଲ ପ୍ରଧାନ, ପୂର୍ବ ତନ ସରପଞ୍ଚ ଦୟାନିଧି ଦିଗାଲ, ବୁଦ୍ଧି ଜୀବି ଲଷ୍ମୀ ନାରାୟଣ ଦଣ୍ଡିଆ, ହେରଦ ନାୟକ, ଦିଗ ସନ ନାୟକ, ଜୟାନନ୍ଦ ନାୟକ, ସିଦ୍ଧେଶ୍ବର ଦିଗାଲ, ୱାର୍ଡ ସଭ୍ୟ, ମାମୁନା ଦିଗାଲ, ସଲମା ଦିଗାଲ,ଏମ ବିକେ ଶିଖାରାଣୀ ଦିଗାଲ ଓ ମିଲନ କୁମାର ଦିଗାଲ ଯୁବ ସ ଭାପତି ଇମ୍ରାନ ଦିଗାଲ ବହୁ ମାନ୍ୟ ଗଣ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
ବାଳିଗୁଡାରୁ ଭବାନି ଶଙ୍କର ଜେନା।
