ଖୋରଧା ଜିଲ୍ଲା ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଖୋରଧା ଜିଲ୍ଲା ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତଖୋର୍ଦ୍ଧା ବକ୍ସି ଜଗବନ୍ଧୁ ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି୭୫ ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ପତାକା ଉତୋଳନ କରାଯାଇଛି ଓ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। କହିଥିଲେ ଦେଶ ମାତୃକାକୁ ବେଦେଶି ମାନଙ୍କୁ କବଳରୁ ସ୍ଵାଧୀନ କରିବା ପାଇଁ କେତେ ଜଣ ମହାନ୍ ବ୍ୟକ୍ତି ନିଜକୁ ବଳିଦାନ ଦେଇଛନ୍ତି ସେମାନଙ୍କୁ କୋଟି କୋଟି ପ୍ରଣାମ । ଆଜିର ପବିତ୍ର ଦିନରେ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା, ୩୨ ଟି ଦଳ ପ୍ୟାରେଡ ରେ ଅଂଶଗ୍ରହଣ କରିଥିଲେ ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ପାଇକ ଆଖଡ଼ା ଦେଶାମତ୍କ ବୋଧ ନୃତ୍ୟ, ଛୋଟ ଛୋଟ ପିଲାମାନେ ପରିବେଷଣ କରିଥିଲେ, ସମସ୍ତ କାର୍ଯ୍ୟକୁ ଜିଲ୍ଲା ସେହିପରି ଖୋରଧା ପ୍ରେସ କ୍ଳବ୍ ଠାରେ ୭୫ ତମ ସ୍ବାଧିନତା ଦିବସ ଉତ୍ସାହର ସହିତ ସମସ୍ତ ବରିଷ୍ଟ ସାମ୍ବାଦିକ ମାନଙ୍କୁ ନେଇ ପାଳିତ ହୋଇଯାଇଛି ସଭାପତି ଙ୍କ ଦ୍ଵାରା ପତାକା ଉତୋଳନ କରାଯାଇ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ଖୋର୍ଦ୍ଧା ପାଇକ ମାନଙ୍କର ଦେଶ ମାନଙ୍କ ପାଇଁ ବଳିଦାନ ବିଷୟରେ ଆଲୋଚନା କରି କ୍ଲବ ର ଉତରୁତର ଉନ୍ନତି କାମନା କରିଥିଲେ ।
ଖୋର୍ଦ୍ଧ ରୁ ପ୍ରମୋଦ କୁମାର ମହାପାତ୍ର reporter
