ଗ୍ରହରାଜ୍ ଶନିଶ୍ଚର ଠାକୁରଙ୍କ ୭୫ ତମ ବାର୍ଷିକ ଉତ୍ସବ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

**ଯାଜପୁର ରୋଡ ର ରାଛିପୁର ଗ୍ରାମ ସ୍ଥିତ ଗ୍ରହରାଜ୍ ଶନିଶ୍ଚର ଠାକୁରଙ୍କ ୭୫ ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ମାନଙ୍କ ସମାଗମକୁ ଲକ୍ଷ୍ୟ କରି ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ନିମନ୍ତେ ପ୍ରସ୍ତୁତି ଚାଳିଛି l ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ କେମିତି ଭକ୍ତ ମାନେ କିପରି ଗ୍ରହରାଜ ଠାକୁରଙ୍କୁ ଜଳାଭିଷେକ କରିବେ ସେଥିଲାଗି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l

ପ୍ରଭୁଙ୍କ ଦର୍ଶନରେ ଭକ୍ତ ମାନଙ୍କର ଯେପରି କୌଣସି ପ୍ରକାରର ବାଧାବିଘ୍ନ ସୃଷ୍ଟି ନହେବ ସେଥିପାଇଁ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗର ସହାୟତା ଲୋଡ଼ାଯାଇଛି l

Leave a Reply

Your email address will not be published. Required fields are marked *