୭ମ ଆରମ୍ଭ ମହୋତ୍ସବ ୨୦୨୬

ଆରମ୍ଭ ଦ୍ୱାରା ଅନୁଷ୍ଠିତ ୭ମ ଆରମ୍ଭ ମହୋତ୍ସବ ୨୦୨୬ର ସ୍ଥାନୀୟ ପୌରସଦନ ରେ ଅନୁଷ୍ଠିତ କରାଯାଇଛି,,ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷ୍ୟତା ରେ ଏହି ସମାରୋହ ଆରମ୍ଭ ହୋଇଥିବା ବେଳେ,ଭାରତୀୟ ଜନତା ପାର୍ଟି, ଓ ଯୁବମୋର୍ଚ୍ଚ ର ସାଧାରଣ ସମ୍ପାଦକ ଶ୍ରୀ ଶ୍ରୀଯୁକ୍ତ ଅଭିଳାଷ ପଣ୍ଡା,ଶ୍ରୀଯୁକ୍ତ ଦିବାକର ପାତ୍ର,,ନିଶାନ୍ତ ସାହୁ,ଭାରତୀୟ ଜନତା ପାର୍ଟି ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ତରାଇ,ମଧୁସୂଦନ ସିଂହରୀ,ରବୀନ୍ଦ୍ର ଦାଶ,ଚକ୍ରଧର ମହାପାତ୍ର,ରୁଚିସ୍ମିତା ଜଗଦେବ,ପଣ୍ଡା ଜଗନ୍ନାଥ ପୂଜାପଣ୍ଡା,ଚିତରଞ୍ଜନ ବିଶ୍ୱାଳ,ପ୍ରମୁଖ ଉପସ୍ଥିତ ରହି, ସହିଦ ଶ୍ୟାମ ସୁନ୍ଦର କର ଙ୍କ ପରିବାର ଙ୍କୁ ସଂମ୍ମାନ ଦେଇଥିଲେ,,ଡ଼ଃ ଶୀଧେଶ୍ୱର ମହାପାତ୍ର ଙ୍କୁ ସଂକୃତି ସଂମ୍ମାନ ସହ ଶ୍ରୀଯୁକ୍ତ ପବିତ୍ର ମହାରଣା ଙ୍କୁ ସମାଜସେବୀ ସଂମ୍ମାନ ରେ ସମ୍ବୋଧିତ କରାଯାଉ ଥିଲା,ଶେଷରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା,,ଏହି କାର୍ଯ୍ୟକ୍ରମ କୁ, ଅଶ୍ରୁତୋଷ ପଟନାୟକ, ସୋମ୍ୟରଞ୍ଜନ ମିଶ୍ର,ସୁନିତ ରାଉତରାୟ,ଗଣେଶ୍ୱର ଦାଶ,ପ୍ରଭୁପାଦ ମହାପାତ୍ର,ଙ୍କ ସମେତ ଉପ ସଭାପତି ସମୀର ଶତପଥି,ଓ ସମ୍ପାଦକ ଦେବାଶିଷ ସିଂହ, ପରିଚଳନା କରିଥିଲେ, ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପିୟୁଷ ପଟନାୟକ ପରିଚଳନା କରିଥିଲେ,

Leave a Reply

Your email address will not be published. Required fields are marked *