ଭକ୍ତିମୟ ପରିବେଶରେ ୭ମ ମାର୍କଣ୍ଡେଶ୍ଵର ତୀର୍ଥ ଆଳତି ସମାପନ

ରବିବାର ୨୫/୧/୨୬ପୁରୀ ସାଥୀସଙ୍ଘ କ୍ଳବ ଆନୁକୂଲ୍ୟରେ ୭ମ ମାର୍କଣ୍ଡେଶ୍ୱର ତ୍ରିର୍ଥ ଆଳତି ଅନୁଷ୍ଠିତ କରାଯାଇଛି, ପୁରୀର ବିଭିର୍ନ ମଠ ର ମଠା ଦିଶ, ଓ ଜାଗା ଆଖଡ଼ା ମାନଙ୍କ ର ସଭାପତି ଓ ସମ୍ପାଦକ ସଭ୍ୟ ଉପସ୍ଥିତ ହେବା ସହ ଧାର୍ମିକ ଭାବନା ଥିବା ପ୍ରଯ୍ୟଟକ ଉପସ୍ଥିତ ରାଗିଥିଲେ, ମାର୍କଣ୍ଡ ସେବକ ଓ ମଠାଦିଶ ଙ୍କ ଦ୍ୱାରା ମାର୍କଣ୍ଡେଶ୍ଵର ପୁଷ୍କରିଣୀ ଆଳତି ପର୍ବ କରାଯାଇଥିଲା, ଆଳତି ପର୍ବ ରେ ପୁରୀ ବିଧାୟକ ଶ୍ରୀ ଯୁକ୍ତ ସୁନୀଲ କୁମାର ମହାନ୍ତି, ପୂର୍ବତନ କଉସିଲର ଶ୍ରୀଯୁକ୍ତ ଭକ୍ତ ଚରଣ ଦାଶ,, ସମାଜ ସେବୀ ଶ୍ରୀ ଯୁକ୍ତ ବିନାୟକ ଦାଶ, ଓ ସାଥୀସଙ୍ଘ କ୍ଳବ ର ସଭାପତି ଶ୍ରୀଯୁକ୍ତ ମନରଞ୍ଜନ ପାଲ, ସମ୍ପାଦକ ଶ୍ରୀଯୁକ୍ତ ଵାପିନ ଶତପଥି, ଓ କ୍ଳବ ର ସମସ୍ତ ସଭ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ, ମାର୍କଣ୍ଡେଶ୍ୱର ମନ୍ଦିର ସେବକ ଶ୍ରୀଯୁକ୍ତ ମହାବୀର ସାହି ନାୟକ, ଅର୍ଜୁନ

ପଣ୍ଡା, ନକୁଳ ପଣ୍ଡା, ଓ ମୁନା ପଣ୍ଡା ଙ୍କ ସମେତ ସମସ୍ତ ସେବକ ଦ୍ୱାରା ଆଳତି କରାଯାଇଥିଲା, ଏବଂ ମହନ୍ତ ବିଜୟ ରାମାନୁଜ ଦାଶ, ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ,ସମେତ ଅନ୍ୟ ସାଧୁ ଉପସ୍ଥିତ ରହିଥିଲେ, ଆଳତି ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା, ଆଳତି ପରେ ଭଜନ ସମାରୋହ ସହ ଅର୍ଣ୍ଣ ପ୍ରସାଦ ମଧ୍ୟ ଆୟୋଜନ କରାଯାଇଥିଲା

Leave a Reply

Your email address will not be published. Required fields are marked *