ଶେଷ ନିଶ୍ୱାସ ତ୍ୟାଗ କଲେ 86 ବର୍ଷୀୟା ପି.ଲକ୍ଷ୍ମୀ
PURI BREAKING….ଶେଷ ନିଶ୍ୱାସ ତ୍ୟାଗ କଲେ 86 ବର୍ଷୀୟା ପି.ଲକ୍ଷ୍ମୀ। ଗତ ସେପ୍ଟେମ୍ବର 15 ତାରିଖ ଦିନ ପି.ଲକ୍ଷ୍ମୀକୁ ତାଙ୍କ ପରିବାରବର୍ଗ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ। କିନ୍ତୁ ନିଆଁ ଲାଗିବା ପୂର୍ବରୁ ହଟାତ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଦେଖିବାକୁ ମିଳିବା ପରେ ପରିବାର ଲୋକେ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ସେହିଦିନ ଠାରୁ ଡାକ୍ତର ମାନେ ତାଙ୍କ ଚିକିତ୍ସା ସେବା ଯୋଗାଇ ଆସୁଥିଲେ ମଧ୍ୟ ଗତକାଲି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପି.ଲକ୍ଷ୍ମୀଙ୍କ ମୁର୍ତ୍ତୃ ହୋଇଯାଇଛି ।
