ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଟା ଉତ୍ସବ ଜଳଙ୍ଗା ବାଘୁଆ ସାହି ଠାରେ ଧୂମଧାମ ରେ ପାଳିତ ହୋଇଯାଇଛି

ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଜଳଙ୍ଗା ପଞ୍ଚାୟତ ରେ ଧୂମଧାମ ରେ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଟା ଉତ୍ସବ ଜଳଙ୍ଗା ର ବାଘୁଆ ସାହି ଠାରେ ସ୍ବର୍ଗତ କାଳନ୍ଦୀ ଚରଣ ପଣ୍ଡା ଙ୍କ ଅନୁଷ୍ଠିତଦୀର୍ଘ ୫୦୦ ବର୍ଷର ସଂଘର୍ଷ ଆଉ କିଛି ସମୟ ପରେ ସମାପ୍ତ ହେବାକୁ ଯାଉଛି,ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଆଜି ଅଯୋଧ୍ୟା ଫେରୁଛନ୍ତି ଅର୍ଥାତ୍ ଶ୍ରୀରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି, ଏଣୁ ଏହି ଭବ୍ୟ ଦିବସ ଉପଲକ୍ଷେ ସାରା ଭାରତ ଉତ୍ସବ ମୁଖର ଦେଖିବାକୁ ମିଳିଛି ବାଘୁଆ ସାହି ଠାରେ, ଯଜ୍ଞ, ମନ୍ତ୍ର, ପାଠ ପ୍ରତି ଘରେ ସକାଳୁ ସକାଳୁ କଳସ ସ୍ଥାପନ କରି ଘର ପାର୍ଶ୍ବ ରେ ରଖି ୧୦୮ ଥର ହନୁମାନ ଚାଳିଶା ପାଠ କରିଥିଲେ ବହୁ ପୁରାତନ ଧର୍ମ ଅନୁଷ୍ଠାନ ରେ ରାମଚନ୍ଦ୍ର ପୂଜା ଧୂମଧାମ ରେ କରିଥିଲେ ଭୋଜନ ର ସମାଗମ ହୋଇଥିଲା,ସଂନ୍ଧ୍ଯା ରେ ଦୀପ ଲଗାଇ ସଂକୀର୍ତ୍ତନ କରିଥିଲେ ଦିନ ଟି ରାମଚନ୍ଦ୍ର ପାଇଁ କଟିଥିଲା ବୋଲି ସାଧାରଣ ଲୋକ ପ୍ରକାଶ କରିଥିଲେ

Leave a Reply

Your email address will not be published. Required fields are marked *