ରାମମନ୍ଦିର ପ୍ରତିଷ୍ଠା

ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘୋଡାବଜ଼ାର ପୁରୀ ସ୍ଥିତ ବିଦ୍ୟାଳୟରେ ବହୁ ଆଡମ୍ବରରେ ପାଳିତ ହେବା ସହ ଛୋଟ ଛୋଟ ଶିଶୁ କଳିକାମାନଙ୍କୁ ରାମ, ସୀତା, ଲଷ୍ମଣ ଓ ହନୁମାନ ବେଶରେ ବିଦ୍ୟାଳୟର ପରିବେଶକୁ ଶୋଭା ବର୍ଦ୍ଧନ କରିବା ସହ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ପଣ୍ଡିତମାନଙ୍କ ଦ୍ଵାରା ରାମଲୀଳା, ସୁନ୍ଦରକାଣ୍ଡ ଅନୁଷ୍ଠିତ କରାଯାଇଥିଲା। ଏହି ସୁନ୍ଦର ପରିବେଶରେ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭଶ୍ରୀବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *