ପୁଣି ପ୍ରତିଶ୍ରୁତି ପାଳନ କଲେ ରେଳମନ୍ତ୍ରୀ

ପୁଣି ପ୍ରତିଶ୍ରୁତି ପାଳନ କଲେ ରେଳମନ୍ତ୍ରୀ

ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର ।

ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦ୍ଵାରା ପୁରାତନ ଏହି ଡାକଘର ଏକ ଚମତ୍କାର ନବୀକରଣ ଏବଂ ସ୍ଥାପତ୍ୟ ପରମ୍ପରାର ସଂରକ୍ଷଣରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *