ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ
ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ
ପୁରୀ ୬/୨ ଆଜି ପୁରୀ ସଦର ଉପଜିଲ୍ଲାପାଳ ଭାବେ ଗୋପୀନାଥ କୁଅଁର ଯୋଗ ଦେଇଛନ୍ତି।ଶ୍ରୀ କୁଅଁର ପୂର୍ବରୁ ଉପଜିଲ୍ଲାପାଳ ଥିବା ଭବତାରଣ ସାହୁ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।ଏହା ପୂର୍ବରୁ ଶ୍ରୀ କୁଅଁର ଯାଜପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସାହୁ ଙ୍କ ର ଶ୍ରୀମନ୍ଦିର ପ୍ରଶାସନ କୁ ବଦଳି ହୋଇଛି।
