ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭଦ୍ରକ ସାବରଙ୍ଗ ଥାନାର ନୂତନ ଗୃହର ଉଦଘାଟନ
ଆଜି ରାଜ୍ୟର ୧୬ଟି ଜିଲ୍ଲାର ୨୯ ଗୋଟି ନୂତନ ଥାନା ଗୃହକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିବା ବେଳେ ଭଦ୍ରକ ଜିଲ୍ଲାର ସାବରଙ୍ଗ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି ।

ଏଥିରେ ସମସ୍ତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ଥାନା ଉଦଘାଟନରେ ସହଯୋଗ କରିଥିଲେ ,ଅନ୍ୟତମ ଅତିଥି ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଉର୍ମିଳା ନାୟକ, ସିଡିପିଓ, ଥାନା ଅଧୀକାରିଣୀ ରୀନା ବକ୍ସାଲ, ବହୁ ସରପଞ୍ଚ ପଞ୍ଚାୟତ ର ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ
