ଜିଲ୍ଲା ତଥା ଓ ବ୍ଲକ ରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କର ସୁରକ୍ଷା ପେନସନ

ଜିଲ୍ଲା ତଥା ଓ ବ୍ଲକ ରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କର ସୁରକ୍ଷା ପେନସନ ଓ ବୀମା ରାଶି କୁ ବଢ଼ାଇବା ପାଇଁ ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସରକାର ଯଥାଶୀଘ୍ର ସାମ୍ବାଦିକ ମାନଙ୍କ କଥା କୁ ଗୁରୁତ୍ୱ ଦେଇ ଆଇନ ପ୍ରଣୟନ କରିବା ପାଇଁ ନିବେଦନ କରିଛନ୍ତିଖୋର୍ଦ୍ଧା ରୁ ପ୍ରମୋଦ କୁମାର ମହାପାତ୍ର ଙ୍କ ରେପୋର୍ଟ ତୀର୍ଥକ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *