ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରଠାରେ ସମ୍ବାଦ ଆମ ଓଡ଼ିଶା ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଛି। ଉକ୍ତ ଶିବିରକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଗୃହ ଓ ଶକ୍ତି ମନ୍ତ୍ରୀ କେପ୍ଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ଼.ଶ୍ରବଣ ବିବେକ ଏମ୍ ଓ ସଦର ବ୍ଲକ ଉପାଧ୍ୟକ୍ଷ ସଚିଦାନନନ୍ଦ ମହାଖୁଡ଼, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା ଯୋଗ ଦେଇଥିଲେ।ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ପରିଚାଳନା କରିଥିଲେ ।ବାପି ଦାସ, ଭବାନି ନିଆଲ,କଦିର ଖାନ,ଅଶୋକ ପଟନାୟକ,ସନ୍ତୋଷ ପ୍ରଧାନ,ପ୍ରୀତି ପଟନାୟକ,ଭବାନି ପଟନାୟକ,ଆଦିତ୍ୟ ନନ୍ଦ,ଦିନୁ ବଗର୍ତ୍ତି, ମନ ପ୍ରଧାନ,ମଧୁସୂଦନ ପଣ୍ଡା,ପିକୁ ମୁନି ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ- ତୁଳମଣୀ ନାଗ, କଳାହାଣ୍ଡି

Leave a Reply

Your email address will not be published. Required fields are marked *