ଧବଳେଶ୍ୱର ମହାଦେବ ପିଠ ର ବାର୍ଷିକ ଉତ୍ସବ
ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଏରେଇ ପଞ୍ଚାୟତ ର ଧଳସାହି ଗ୍ରାମ ର ଧବଳେଶ୍ୱର ମହାଦେବ ପିଠ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ସକାଳ ୭ ଘଟିକା ସମୟ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ଶହ ଶହ ମାଁ ଭଉଣୀ ଙ୍କ ସମାଗମ ହୋଇଥିଲା,ମାଁ ଲକ୍ଷ୍ମୀନାରାୟଣ ମନ୍ଦିର ପୋଖରୀ ରୁ ପାଣି ୧୦୮ କଳସ ନେଇ ଧବଳେଶ୍ୱର ମନ୍ଦିର ରେ ପହଞ୍ଚି ଥିଲା ଗୀତା ପାଠ ନାମ କୀର୍ତ୍ତନ ହୋଇ ଥିଲା ବହୁ ସମାଗମ ରେ ପୂରି ଉଠିଥିଲା ଧବଳେଶ୍ୱର ମନ୍ଦିର ହଜାର ହଜାର ସଂଖ୍ୟା ରେ ପ୍ରସାଦ ସେବନ କରାଯାଇଥିଲା ଏଥିରେ ମୁଖ୍ଯ ଆକର୍ଷଣ ଥିଲା କଳସ ଶୋଭାଯାତ୍ରା ମୁଖ୍ଯ ଅତିଥି ହରିହର ଧଳ, ସୂଯ୍ଯମଣି ନାଥ,ରଘୁନାଥ ଧଳ, ସନ୍ତୋଷ କୁମାର ଧଳ, ସୌଦାମିନି ଧଳ,ସୁକାନ୍ତ ଧଳ,ଜୟନ୍ତୀ ଧଳ,କଳ୍ପ ଲତା ଦାସ ,ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ଶେଷ ରେ ସନ୍ତୋଷ ଧଳ ଅନୁଷ୍ଠାନ ର ସମସ୍ତ ସଦସ୍ଯ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ
