ପତିତପାବନ ସାହିତ୍ୟ ସଂସଦର ଦୋଳପୂର୍ଣ୍ଣିମା

ପତିତପାବନ ସାହିତ୍ୟସଂସଦରଦୋଳପୂର୍ଣ୍ଣିମା ଆଲୋଚନା ଚକ୍ରପତିତପାବନସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠାନ ସଭାପତି ଡ଼ ବଳରାମ ଦାଶଙ୍କ ଅଧ୍ୟକ୍ଷତା ରେ ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀରାଧା ପରଂବ୍ରହ୍ମ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥ ଙ୍କର ରାସ ଲୀଳା ସମ୍ପର୍କ ରେ ଏକ ଆଲୋଚନା ଚକ୍ର.. ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମ ରେ ସୁଶ୍ରୀ ଅଭିଲିପସା ଦାଶ ଭକ୍ତି ସଂଗୀତ ପରିବେଷଣ କରିଥିଲେ ଆଧ୍ୟାପକ ଡ଼ ବଳରାମ ଦାଶ,ପଣ୍ଡିତ ଦଣ୍ଡପାଣି ମହାପାତ୍ର, ପଣ୍ଡିତ ଦୟାନିଧି ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ ରାଜେଶ୍ୱର ଭଗବାନ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥ ଙ୍କର ରାସଲୀଳା ସମ୍ପର୍କରେ ଆଲୋଚନା ସହ ଦୋଳପୁର୍ଣିମା ର ମାହାତ୍ମ୍ୟ ଦୋଳବେଦୀରେ ବସନ୍ତ ରlସରେ ରାଧାଗୋବିନ୍ଦଙ୍କରମହାମିଳନ, ନିତ୍ୟ ରlସ ଅପୂର୍ଵ ଓ ଅନନ୍ୟ ଏହି ଦୋଳ ମଣ୍ଡପରେ ପ୍ରଭୁଙ୍କ ଦିବ୍ୟ ରାସ ରୂପ କୁ ଦର୍ଶନ କରି ଭକ୍ତ କୃତ୍ୟ କୃତ୍ୟ ହେବାସହ ଧନ୍ୟଲାଭ କରି ତାର ପାପ ମୋଚନ କରିଥlଏ ଏବଂ ପରିଶେଷରେ ମୋକ୍ଷ ହୋଇଥାଏ l ଏହି ଅବସରରେ ଧାନ କୋଠି ସାହି ଭାଗବତ ଗୃହରେ Prohibited ନlମଯଜ୍ଞସହ ସଂକୀର୍ତ୍ତନ l ହରି ଧ୍ୱନି ରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା l ଶେଷରେ ଭକ୍ତ ଗଣ ମହା ପ୍ରସାଦସେବନ କରିଥିଲେ l ସାହି ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *