ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଉର୍ଜାବାନ ଓଡ଼ିଶା ପରିବାରର ନୂତନ ଜର୍ସି ଶ୍ରୀମନ୍ଦିର ସମ୍ମୁଖରେ ଉନ୍ମୋଚନ

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଉର୍ଜାବାନ ଓଡ଼ିଶା ପରିବାରର ନୂତନ ଜର୍ସି ଶ୍ରୀମନ୍ଦିର ସମ୍ମୁଖରେ ଉନ୍ମୋଚନ କରାଗଲା। ଏହି ଅବସର ଟ୍ରଷ୍ଟର ସଭାପତି ସନ୍ତୋଷ ସେନାପତି ସମ୍ପାଦିକା ନିହାରିକା ତ୍ରିପାଠୀ , କୋଷାଧକ୍ଷ ସୀତାରାମ ସେନାପତି, ଦେବଜୀତ ଦାଶ, ମନୋଜ ପାତ୍ର ଗୌତମ ସାହୁ, , ବିଶ୍ୱଜିତ ଲେଙ୍କା, ଦେବେନ୍ଦ୍ର ସୁବୁଦ୍ଧି, ଜିତେନ୍ଦ୍ର ପାତ୍ର, ହରପ୍ରସାଦ ନନ୍ଦ, ସୋମ୍ୟ ରଞ୍ଜନ କର, ନୃସିଂହ ମହାରଣା, କାଳିଆ ସାହୁ . ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *