ଗଣତନ୍ତ୍ର ର ମହାନପର୍ବରେ ସାମିଲ ହୁଅନ୍ତୁ
ଗଣତନ୍ତ୍ର ର ମହାନପର୍ବରେ ସାମିଲ ହୁଅନ୍ତୁ ବୋଲି ସତ୍ୟବାଦୀ ବିଧାୟକ ପାର୍ଥି ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଅପିଲ କରିଛନ୍ତି।ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ନିଜ ଗାଁ ମାଲୁଦ 12 ନମ୍ବର ବୁଥରେ ମତଦାନ କରିଛନ୍ତି।

