ମା ସରସ୍ୱତୀ ବିଦ୍ୟାମନ୍ଦିର ଶିବାନନ୍ଦ ନଗର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳତା
ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ୨୦୨୩-୨୦୨୪ ହାଇସ୍କୁଲ ସାର୍ଟିପିକେଟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମା ସରସ୍ୱତୀ ଵିଦ୍ୟା ମନ୍ଦିର ଶିବାନନ୍ଦ ନଗର ଛାତ୍ର ଛାତ୍ରୀ ମାନେ ଲଗାତର ଭାବେ ୧୫ବର୍ଷ ଧରି ଶତ ପ୍ରତିଶତ ସଫଳତା ହାସଲ କରି ଆମ ଵିଦ୍ୟାଳୟ ଗୌରବ ଆଣିଛନ୍ତି | ଚଳିତ ବର୍ଷ ସମୁଦାୟ ୧୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ à,୧ରେ ୨0ଜଣ à,୨ରେ ୩୯ଜଣ, b,୧ ରେ ୪୯ଜଣ ବ,୨ରେ ୧୫ଜଣ c ଗ୍ରେଡ଼ରେ ୩ଜଣ ଶିଶୁ ଉର୍ତ୍ତର୍ଣ୍ଣ ହୋଇଛନ୍ତି | ବିଦ୍ୟାଳୟର ସବୋଚ୍ଛ ଅଙ୍କ ପାଇଥିବା ଶିଶୁ ସୁଶ୍ରୀ ରୀତିମୁକ୍ତା ବେହେରା -୫୬୬ ନମ୍ବର ୯୪ ,ରଖିଥିବା ଙ୍କ ପାଇଁ ଆଶାର ଅଲୋକ ସୃଷ୍ଟି କରିପାରିଛନ୍ତି |

ଏହି ଅପୃର୍ବ ସୋପଳତାରେ ବିଦ୍ୟାମନ୍ଦିର ର ସଭାପତି, ଶ୍ରୀଯୁକ୍ତ ଡ଼ ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଉପ ସଭାପତି, ଦେବେନ୍ଦ୍ର କୁମାର ପାଢ଼ୀ, ସମ୍ପାଦକ, ଯଜ୍ଞନାରାୟଣ ପାଠୀ, ସହ ସମ୍ପାଦକ, ଜୟ ରାମ ସ୍ୱାଇଁ, ବିଦ୍ୟାଳୟର ପ୍ରତିଷ୍ଟାତା ଗୌରୀ ଶଙ୍କର ପାତ୍ର, ଓ ପ୍ରଧାନ ଆର୍ଚାଯ୍ୟ, ମମତା କୁମାର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।
