ବର୍ଷା ସମ୍ପର୍କିତ ଆଲୋଚନା ଚକ୍ର – ବ୍ରହ୍ମଗିରି

ତା ୧୪/୦୯/୨୦୨୧ ରିଖ ମଙ୍ଗଳବାର ମଧ୍ୟାହ୍ନ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ପଞ୍ଚାୟତ ସାନପାଟଣା, ଅରଖକୁଦା ଗ୍ରାମକୁ ଗସ୍ତ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗ୍ରାମରେ ବାରମ୍ବାର ଜୁଆର ପାଣି ପଶିବା ଓ ଲଘୁଚାପ ଜନିତ ଲଗାଣ ବର୍ଷାରେ ରିଙ୍ଗ ବନ୍ଦର ଅବସ୍ଥାକୁ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଗସ୍ତ ସମୟରେ ବରିଷ୍ଠ ନେତା ପୂର୍ଣ୍ଣ ଗଡୁ, ବ୍ରଜ ଜେନା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜ୍ଞାନ ଚାନ୍ଦ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବୁଲି ଦେଇ, ସରପଞ୍ଚ ପୂର୍ଣ୍ଣିମା ବେହେରା ଓ ଦୁଇ ଗ୍ରାମର ମୁରବି ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *