ପୂଜା ଚାରି ଟେବୁଲ୍ ଟ୍ରଷ୍ଟ ତରଫରୁ ବ୍ୟାଟେରୀ ଗାଡି ପ୍ରଦାନ

ପୂଜା ଚାରି ଟେବୁଲ୍ ଟ୍ରଷ୍ଟ ତରଫରୁ ବ୍ୟାଟେରୀ ଗାଡି ପ୍ରଦାନ।ଭୁବନେଶ୍ୱର,କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଏକ ବସ୍ତିରେ ପୂଜା ଚାରି ଟେବୁଲ୍ ଟ୍ରଷ୍ଟ ତରଫରୁ ସାଗର ବେହେରାଙ୍କୁ ବ୍ୟାଟେରୀ ଗାଡି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂଜା ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ପୂଜାଞ୍ଜଳି ରାଉତ,ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ପୂଜା ଚାରି ଟେବୁଲ୍ ଟ୍ରଷ୍ଟ ସବୁବେଳେ ଅସହାୟ ଗରିବ ମାନଙ୍କର ସାଥୀ।ବ୍ୟାଟେରୀ ଗାଡି ପାଇ ସାଗର ବେହେରା ପୂଜା ଚାରି ଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

Leave a Reply

Your email address will not be published. Required fields are marked *