ଭଦ୍ରକ ମ୍ୟୁନିସିପାଲଟି ରେ ତାଲା ପକାଇ ଲେ କଂଗ୍ରେସ କାଉସିଲର

ଭଦ୍ରକ ମୁନିସିପାଲିଟି ଅଫିସ ସାମନା ରେ ବସି ଆନ୍ଦୋଳନ କଲେ କଂଗ୍ରେସ କାଉନସିଲର ମାନେ,, ଜାଣିଶୁଣି ଚେୟାରମ୍ୟାନ ସେମାନଙ୍କ ୱାର୍ଡ଼ କାମ ରେ ବିଲ କରାଉ ନାହାନ୍ତି, ଶେଷରେ ୭ ଦିନ ଭିତରେ ସମାଧାନ ନେଇ ଅଫିସର ଙ୍କ ପ୍ରତିଶୃତି ପରେ ଧାରଣା ରୁ ଓହରିଲେ କାଉନସିଲର ଘଟଣା ରୁ ଜଣାପଡିଛି ଉନ୍ନନ ମୂଳକ କାର୍ଯ୍ୟାର ବିଲ କରିବା ଦାବିରେ କଂଗ୍ରେସ କାଉଁନସିଲର ମାନଙ୍କ ଭଦ୍ରକ ପୌରପାଳିକା ରେ ହଲ୍ଲା ବୋଲ ! ସେପଟେ ଜିଲ୍ଲା ପ୍ରସଶାସନ ତରଫରୁ 7 ଦିନ ଭିତରେ ଏହି ଘଟଣା ର ସମାଧାନ କୁ ପ୍ରତିଶୃତି ଦବାପରେ ବିକ୍ଷୋଭ କାରି ମାନେ ଧାରଣାରୁ ଉଠିଥିଲେ

Leave a Reply

Your email address will not be published. Required fields are marked *