ସ୍ବାମୀ ଥାଇ ସ୍ତ୍ରୀ ର ପଡିଲା ହାତ ଗଣ୍ଠି ଭିନ୍ନ ଏକ ଚଉଠି ରାତି ଅନ୍ୟ ଏକ ହାତ ଗଣ୍ଠି
– ସ୍ବାମୀ ଥାଇ ସ୍ତ୍ରୀ ର ପଡିଲା ହାତ ଗଣ୍ଠି ଭିନ୍ନ ଏକ ଚଉଠି ରାତି ଅନ୍ୟ ଏକ ହାତ ଗଣ୍ଠି। ଯେତ ଗୋରୀ ସେତେ ଷ୍ଟୋରି * ମାୟାଵିନୀ ମାୟାଜାଲରେ ଛଟପଟ ସ୍ବାମୀ ମନ ବୁଝୁ ନାହିଁ ଗୋଟେ ସ୍ବାମୀ ରେ ।ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଗୂଆଗଢିଆ ଗ୍ରାମ ପଞ୍ଚାୟତ ଚିରୋଳ ଗାଁ ଜୈନିକ ଯୁବତୀ ମଧୁସ୍ମିତା (ଛଦ୍ମନାମ) ମାତ୍ର ୧୮ ବର୍ଷ ବୟସରେ ବିବାହ କରିଥିଲେ ଚିରୋଳ ଗ୍ରାମ ଜୈନିକ ଯୁବକ ବାପୁଜୀ ଙ୍କୁ। ବିବାହ ର ୧୪ ବର୍ଷ ଭିତରେ ତାଙ୍କର ସନ୍ତକ ରୂପେ ଦୁଇ ଦୂଇ ଟି ସନ୍ତାନ ଙ୍କ ସହ ଖୁବ ଖୁସିରେ ଥିଲେ ଉଭୟ ବାପୁଜୀ ଓ ମଧୁସ୍ମିତା। କିନ୍ତୁ ଜୈନିକ ଯୁବତୀ ଙ୍କର ଦୁଇ ଦୁଇ ଟି ପିଲା ସ୍ବତେ ତାଙ୍କର ପରପୁରୁଷ ଙ୍କ ସହିତ ରାତି ବିତେଇ ନିଜର କାମୁକ ପ୍ରକୃତି କୁ ଚରିର୍ଥାତ କରିଡା ପାଇଁ ନିଜ ସ୍ବାମୀ ଙ୍କୁ ଛାଡି ଅନ୍ୟତ୍ର ବିବାହ କରିବା ଘଟଣା ଯାହାକି ବାସୁଦେବପୁର ଅଞ୍ଚଳ ରେ ଆଲୋଚନା ର ବିଷୟ ପାଲଟିଛି ।

କିନ୍ତୁ ଦର୍ଶକ ବନ୍ଧୁ ଆପଣ ମାନେ ଭାବୁଥିବେ ଘଟଣା ର ଅନ୍ତ ହୋଇଗଲା ବୋଲି।ମାତ୍ର ଏଇଠି କିନ୍ତୁ କାହାଣୀ ର ଅନ୍ତ ଘଟି ନଥିଲା ଏଇଠୁ ଆରମ୍ଭ ହୋଇଥିଲା ନୂଆ ଏକ କାହାଣୀ।କାରଣ ସେ ଯେଉଁ ଯୁବକ ଜଣଙ୍କୁ ନେଇ ଏକ ମନ୍ଦିର ରେ ବୈଦିକ ରୀତିରେ ବିବାହ କରିଥିଲେ ସେ ଏକ ସନ୍ତାନ ର ଜନକ। ତେଣୁ ମଧୁସ୍ମିତା ଙ୍କୁ ନିଜ ଘରକୁ ନ ନେଇ ଭଡ଼ାଘରେ ରଖି ଆରମ୍ଭ କରିଥିଲେ ତାଙ୍କ ରାସଲୀଳା। ଯେଉଁ ରାସଲୀଳା ର ଭିଡିଓ ବର୍ତ୍ତମାନ ଆପଣଙ୍କ ଆଗରେ।ଏ ନେଇ ଆଗରୁ ବାସୁଦେବପୁର ଥାନା ରେ ଅଭିଯୋଗ ହେବା ପରେ ଜଗତସିଂହପୁର ରୁ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର କୋର୍ଟ ରେ ହାଜର କରାଯାଇ ସ୍ଵାମୀ ଓ ସ୍ତ୍ରୀ ଙ୍କ ଭିତରେ ସୁ ସମ୍ପର୍କ ଫେରାଇ ଆଣିବା ପାଇଁ ବାସୁଦେବପୁର ପୋଲିସ କରିଥିଲା ଉଦ୍ୟମ। ମାତ୍ର ଜୈନିକ ଯୁବତୀ ଜଣକ ନିଜର ପ୍ରଥମ ସ୍ବାମୀ ଓ ପିଲା ମାନଙ୍କୁ ଛାଡି ଜଣେ ବିବାହିତ ଯୁବକ ଙ୍କ ହାତ ଧରି ବିବାହ କରି ଦୁଇ ଦୁଇ ଟି ପରିବାର କୁ ଉଜାଡି ଦେଇଛନ୍ତି । କେଉଁ ପରିସ୍ଥିତିରେ ବିବାହିତ ମହିଳା ଜଣଙ୍କ ସ୍ଵାମୀ ଓ ସନ୍ତାନ କୁ ଛାଡି ଫେରାର୍ ହୋଇଗଲେ ସେଇଟା ବର୍ତ୍ତମାନ ଚିନ୍ତା ର କାରଣ ପାଲଟିଛି।ଅପର ପକ୍ଷରେ ମଧୁସ୍ମିତା ଙ୍କ ପ୍ରଥମ ସ୍ଵାମୀ ବାବୁଜୀ କଣ କହିଛନ୍ତି ଆସନ୍ତୁ ଶୁଣିନେବା ଏହି ଘଟଣା ବାବଦରେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଫ
