ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ।

ପୋଷଣ ସ୍ତରରେ ସୁଧାର ଆଣିବା ପାଇଁ ସୂକ୍ଷ୍ମ ପୋଷକ ଡ. ପରର ମାତ୍ରାକୁ ବଢ଼ାଇବା ପାଇଁ ଗଉଳ କୁ ଫର୍ଟିଫିକେସନ୍ କରବା ନିହାତି ଆବଶ୍ୟକ । ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ୱାଲର୍ଡ଼ ଫୁତ୍ର ପ୍ରୋଗ୍ରାମ ଯୋଳନାନୁସାରେ ଆମ ଦେଶ ଓ ଆମ ରାଜ୍ୟରେ ସମସ୍ତ ସରକାରୀ ଯୋଜନାରେ ଫର୍ଟିଫଏଡ଼ ଉନ୍ ଉପଲବ୍‌ଧ କରାଯାଉଛି । ସ୍କୁଲ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ରେ ରନ୍ଧାଖାଦ୍ୟ ଓ ଯୋଗାଣ ବିଭାଗର ରେସନ କାର୍ଡ଼ ରେ ଏହି ଋଉଳ ଯୋଗାଇ ଦିଆଯାଉଛି । ଏହି ଗରଳର ଉପଯୋଗିତା, ବ୍ୟବହାର ପ୍ରକ୍ରିୟା ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାର ସେ ର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଚିକିସାଧୁକାରୀ ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଚିକିତ୍ସାଳୟର ଅଧ୍ୟକ୍ଷ ଡା ଅମୂଲ୍ୟ କୁମାର ଦାସ, ଓ୍ବାର୍ଡ଼ ଫୁଡ୍‌ ପ୍ରୋଗ୍ରାମ ର ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ମୋନା ଜେଠୁଆପ୍ରମୁଖ ଯୋଗ ଦେଇଥିଲେ । ଫର୍ଟିଫାଏଡ଼୍ ଋଉଳ କ’ଣ, ଏହାର ପ୍ରସ୍ତୁତି, ଆବଶ୍ୟକ‌ତା, ଉପାଦାନ, କୁପୋଷଣ ଦୂରକରିବାରେ ଏହାର ପ୍ରମୁଖ ଭୂମିକା, ଫର୍ଟିଫାଏଡ଼ ଊଉଳ ଓ ଅନ୍ୟଖାଦ୍ୟ ପ୍ୟାକେଟ କୁ ଜାଣିବା, ଫର୍ଟିଫାଏଡ଼୍ ଋଉଳରନ୍ଧନ ପ୍ରକ୍ରିୟା ଆଦି ସମ୍ବନ୍ଧରେ ପ୍ରଶିକ୍ଷକ ଗୋଟି ଗୋଟି କରି ବିଷଦ ଭାବେ ବୁଝାଇଥିଲେ । ଋଉଳ ଗୁଣ୍ଡରେ ସୂକ୍ଷ୍ମପୋଷକ ତ, ହିସାବରେ ଉପଯୁକ୍ତ ମାନ ଓ ମାତ୍ରା ଅନୁସାରେ ଭିଟାମିନ୍ ବି-୧୨, ଲୌହ ଓ ଫଲିକ୍ ଏସିଡ଼୍ ମିଶାଯାଇମିଶ୍ରଣକୁ ବୈଷୟିକ କୌଶଳରେ ମେସିନ୍ ସାହାଯ୍ୟରେ ଏଫ୍.ଆର.କେ ଋଉଳ ଦାନା ପ୍ରସ୍ତୁତ କରାଯାଇ ଏବଂ ଏଥିରୁ୧ ଗ୍ରାମ କୁ ସାଧାରଣ ଋଉଳ ୧୦୦ ଗ୍ରାମ ସହିତ ମିଶାଯାଏ । ଯାହାକୁ ଫର୍ଟିଫାଏଡ଼୍ ଋଉଳ କୁହାଯାଏ ଏବଂଏହାଥିବା ବ୍ୟାଗରେ +F ଲୋଗୋ ରହିଥାଏ । ଫର୍ଟିଫାଏଡ଼୍ ଋଜଳ ଭଳି ଅନ୍ୟ ଫିର୍ଟିଫାଏଡ଼୍ ଖାଦ୍ୟ ହିସାବରେ ଲୁଣ,ତେଲ ଓ ଦୁଗ୍ଧ ର ବ୍ୟବହାର କରାଯାଉଛି । ପ୍ରେସର କୁକର, ରାଇସ୍ କୁକର ରେ ରାନ୍ଧିଲେ ଏବଂ ବାହାରେ ରାନ୍ଧିବାବେଳେ ଢାଙ୍କୁଣି ବ୍ୟବହାର ସହିତ ପେଜ ନ ଗାଳିଲେ ଭାତର ପୋଷକ ତ ଠିକ୍ ରହିବ ବୋଲି ପ୍ରକାଶ କରାଯାଇଥିଲା ।ଏହି ପୋଷକ ତ, ଆନିମିଆ ଦୂରକରିବା ସହିତ ସୂକ୍ଷ୍ମ ପୋଷକ ତ ର ସ୍ଵଚ୍ଛତାରୁ ବ ‌।ଇ ଅପପୁଷ୍ଟି, ହିମୋଗ୍ଲୋବିନ୍ହ୍ରାସ ଭଳି ସମସ୍ୟା ପାଇଁ ଖୁବ୍ ଲାଭ ଦାୟକ ଅଟେ । ଏହି ଋଉଳକୁ ସର୍ବଦା ପରିଷ୍କାର ଏବଂ ମୁବଥିବା ଡ଼ବା ବା ଅଖାରମୁହଁ ବାନ୍ଧି ରଖାଯିବା ଉଚିତ୍ ।

ଖରାରେ ଶୁଖାଇବା ଅନୁଚିତ ଏବଂ ଉତ୍ପାଦନର ଏକବର୍ଷ ମଧ୍ୟରେ ବ୍ୟବହାର କରିବାଅଧ‌ିକ ଉପଯୋଗୀ । ଏହି ଋଉଳ ଖୋଲା ବଜାରରେ ଉପଲବ୍‌ଧ ହୋଇ ନାହିଁ । ଏହି ଋଉଳର ସ୍ଵାଦ, ସୁଗନ୍ଧ ସାଧାରଣଋଉଳ ଠାରୁ ଭିନ୍ନ ନୁହେଁ । ଏହି ଋଉଳ ରୁ ରନ୍ଧା ଭାତ ଖାଇବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୁଏନାହିଁ । ଏହିଋଉଳ କୁ ପ୍ଲାଷ୍ଟିକ୍ ଋଉଳ ବା ପୋକା ଋଉଳ ଭାବିବା ଏକ ଭୁଲ ଧାରଣା । ସାଧାରଣ ବ ନ ବ୍ୟବସ୍ଥା ମାଧ୍ଯମରେଫର୍ଟିପାଏଡ଼୍ ଋଉଳ ବ ନରେ ସୁଲଭ ମୂଲ୍ୟ ଦୋକାନୀ ମାନଙ୍କ ର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ଉଲ୍ଲେଖ କରିବାପ୍ରସଙ୍ଗରେ କୁହାଯାଇଥିଲା କି ସେମାନେ ହିତାଧିକାରୀ ମାନଙ୍କୁ ଫର୍ଟିଫାଏଡ଼୍ ଋଉଳର ଗୁଣବ ।, ସ୍ଵାସ୍ଥ୍ୟ ଓ ସ୍ଵାଦସମ୍ବନ୍ଧରେ ପରାମର୍ଶ ପ୍ରଦାନ କରିବା ସହିତ ଏହି ଋଉଳର ନମୂନା ଦେଖାଇବା ଉଚିତ୍ । ଅଧିକ ସ୍ଵାସ୍ଥ୍ୟଗତ ଲାଭ ପାଇଁଏହି ଋଉଳ କୁ ଆବଶ୍ୟକ ପରିମାଣ ପାଣିରେ ରାନ୍ଧିବା, ବଳକା ପେଜକୁ ନ ଫିଙ୍ଗିବା ସମ୍ବନ୍ଧରେ ମଧ୍ୟ ସଚେତନକରିବା ଆବଶ୍ୟକ ଅଛି । ଫର୍ଟିଫାଏଡ଼୍ ଋଉଳର ପ୍ରତିଟି ମୁଠା, ସ୍ଵାଦ, ପୋଷଣ ଏବଂ ସ୍ୱାସ୍ଥ୍ୟ କୁ କରେ ରକ୍ଷା, ବାରପ୍ରସ୍ତର ପ୍ରସାର ଦିଗରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଂପୃକ୍ତ ଦୋକାନୀ, ପ୍ରଶାସନିକ ଅଧୂକାରୀ ଆଦି ସମସ୍ତଙ୍କର ଗୁରୁତ୍ୱପୂର୍ଣଭୂମିକା ଅଛି ବୋଲି ପ୍ରଶିକ୍ଷକ ମୋନା ଜେଠୁଆ ପ୍ରକାଶ କରିଥିଲେ । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୂଦ ଦାସଙ୍କସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ସ୍ଵାସ୍ଥ୍ୟ କର୍ମୀ, ଡାକ୍ତର, ବିଭାଗୀୟ ଅଧିକାରୀ ଉପସ୍ଥିତ ରହିପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *