ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ 13 ରୁ 15 ଅଗଷ୍ଟ 2024 ପର୍ଯ୍ୟନ୍ତ “ହର ଘର ତିରଙ୍ଗା”

.ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ 13 ରୁ 15 ଅଗଷ୍ଟ 2024 ପର୍ଯ୍ୟନ୍ତ “ହର ଘର ତିରଙ୍ଗା” ଅଭିଯାନକୁ ସ୍ମରଣୀୟ କରିବ ଉଦ୍ଦେଶ୍ୟରେ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି |

ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଶ୍ରୀ ଫୁଙ୍କୱାଲ ପୂର୍ବରୁ ସମସ୍ତ ରେଳପଥ କର୍ମଚାରୀଙ୍କୁ ନିବେଦନ କରିଥିଲେ ଏବଂ ରେଳପଥ ପରିସୀମା ମଧ୍ୟରେ କର୍ମଚାରୀଙ୍କ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ବିଭାଗୀୟ ପ୍ରମୁଖ ଅଧିକାରୀ ଏବଂ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *