ରାଜ୍ୟ ସବ୍ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍ ନିମନ୍ତେ ମଡର୍ଣ୍ଣ ୟୁଥ୍ କ୍ଲବର ଖେଳାଳୀ ଚୟନ
ରାଜ୍ୟ ସବ୍ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍ ନିମନ୍ତେ ମଡର୍ଣ୍ଣ ୟୁଥ୍ କ୍ଲବର ଖେଳାଳୀ ଚୟନ ବ୍ରହ୍ମପୁର : ଗତ 23 ତାରିଖ ଶୁକ୍ରବାର ଠାରୁ କଟକସ୍ଥିତ ଜବାହାରଲାଲ ନହେରୁ ଷ୍ଟାଡିୟମଠାରେ ଆରମ୍ଭ ହୋଇଥତ୍ବା 48ତମ ବାଳକ ଓ ବାଳିକା ରାଜ୍ୟ ସବ୍-ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ ଭାଗ ନେବା ପାଇଁ ସ୍ଥାନୀୟ ମଡର୍ଣ୍ଣ ୟୁଥ୍ କ୍ଲବ ପକ୍ଷରୁ ବାଳକ ବିଭାଗରେ ଖେଳାଳୀ ଚୟନ କରାଯାଇଛି। ଚୟନ ହୋଇଥତ୍ବା ଖେଳାଳିମାନେ ହଲେ ରାଜ କୁମାର ପ୍ରଧାନ, ପି. ଦାଶରଥତ୍ ରେଡ୍ଡି, ବି. ଚୈତନୀ ରାଓ, ଅମଶ ମଣ୍ଡଳ, ସାଇ ଶୁଭମ ନାୟକ, ଗୌରବ ଶେଖର ସାହୁ, ୟଶବର୍ଦ୍ଧନ ପାତ୍ର, ଅବତାର ଅମିତାଭ ଷଡଙ୍ଗୀ, ସିଦେଶ ପଣ୍ଡା, ଆଦିତ୍ୟ ପଣ୍ଡା, ଅଦିତି ନାରାୟଣ ପଣ୍ଡା, ସନ୍ଜ୍ୟୋତ ରଥ। ଖେଳାଳୀମାନଙ୍କ ସହିତ କୋଚ ଶିବ ପ୍ରସାଦ ପାଢ଼ୀ ଯାତ୍ରା କରିଛନ୍ତି । ଗତ 23 ତାରିଖ ମଡର୍ଣ୍ଣ ୟୁଥ୍ କ୍ଳବ ଟିମ୍ କେନ୍ଦ୍ରାପଡା ଟିମ୍କୁ ହରାଇ ବିଜୟ ଲାଭ କରିଥତ୍ବା ମଡର୍ଣ୍ଣ ୟୁଥ୍ କ୍ଲବର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
