ଧୁମ୍ ଧାମ ଗଜାନନ ଙ୍କ ପୂଜା ଅର୍ଚ୍ଚନା ଦେଖିବାକୁ ମିଳୁଛି ।

ଗଜାନନ ଙ୍କ ପୂଜା ପାଇଁ ସୋହୋରୋବାସି ବହୁତ ଆନନ୍ଦିତ ହେଉଛନ୍ତି। ଏହି ସୋହୋରୋଵାସି ଲୋକମାନେ ଗଜାନନ ଙ୍କ ର ପୂଜା ବହୁତ ଧୁମ୍ ଧାମ ରେ ଗଜାନନ ପୂଜା ଅର୍ଚ୍ଚନା କରନ୍ତି। ଉମରକୋଟ DNK ଅନ୍ତର୍ଗତ ଠାରେ ହେଉଥିବା ଗଜାନନ ଙ୍କ ର ପୂଜା ଅର୍ଚ୍ଚନା ରେ ହୁଳହୁଳି ଶଙ୍ଖ ଧ୍ୱନି ରେ DNK କମ୍ପି ଉଠୁଛି। ଏହି DNK ରେ 6 , ରୁ 7 ଦିନ ଧରି ଗଜାନନ ଙ୍କ ର ପୂଜା ଅର୍ଚ୍ଚନା କରୁଛନ୍ତି। ଏହ DNK ରେ ଲୋକମାନେ ୬ ରୁ ୭ ଦିନ ଧରି ସନ୍ଧ୍ୟା ୬ ଟା ରୁ ରାତି 10 ଠ ଟା ପ୍ରର୍ଯ୍ୟନ୍ତ ଗଜାନନ ଙ୍କ ର ସଂଗ କୀର୍ତ୍ତନ କରୁଛନ୍ତି । ଏହି ଉରକୋଟ DNK ଆଜି ସିଖା ମନିତିର୍ Nithya Nanda gand ଆସିଥଲେ ଲୋକକୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *