“ସେବା”ପରିସରରେ ବିଶ୍ୱ ମସ୍ତିଷ୍କ ପକ୍ଷ୍ୟାଘାତ ଦିବସ ପାଳିତ

ତା- ୦୬.୧୦.୨୦୨୧ ରିଖ ଦିନ ସ୍ବେଛାସେବୀ ଅନୁଷ୍ଠାନ ସେବା ନୟାଗଡ଼ ତରଫରୁ। ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯକ୍ରମରେ ସେବା ମସ୍ତିଷ୍କ ପକ୍ଷାଘାତ ବିଦ୍ୟାଳୟର ସହକାରୀ ଶିକ୍ଷକ ଲୋକାଜିତ ପରିଡ଼ା, ସେବାର କର୍ମୀ ଶ୍ରୀମତୀ ପାୟସ୍ଵିନି ରଥ, ଆଶୀର୍ବାଦ ଚୌଧୁରୀ ଓ ଆନନ୍ଦ କୁମାର ଚୌଧୁରୀଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ସେବାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା। ଉକ୍ତ କାର୍ଯକ୍ରମ ରେ ନୟାଗଡ଼ ବ୍ଲକ ର କିଛି ମସିଷ୍କ ପକ୍ଷାଘାତ ପିଲାଙ୍କୁ ଶୁଖିଲା ଖାଦ୍ୟ , ମାସ୍କ ଓ ସାନୀଟାଇଜର ବଣ୍ଟନ କରାଯାଇଥିଲା।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼, “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *