ପୂର୍ବତନ ବିଧାୟକ ମଲ୍ଲିକଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ସମାରୋହ

ଭଦ୍ରକ :୯/୧୦: ଆଜି ଭଦ୍ରକ ଜିଲ୍ଲା ଧାମନଗରର ପୂର୍ବତନ ବିଧାୟକ ତଥା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଈ ସ୍ବର୍ଗତ ମାନସ କୁମାର ମଲ୍ଲିକଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ଅବସରରେ ପୈତୃକ ଗ୍ରାମ ହସନାବାଦରେ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ,ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ବିଧାୟକ ସଞ୍ଜୀବ ମଲ୍ଲିକ,ଧାମନଗର ଯୁବ ନେତା ପ୍ରଦୀପ ମଲ୍ଲିକ,ପୁତ୍ର ଅମିତ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *