ପଞ୍ଚାୟତ ସ୍ତରୀୟ ଜନଶୁଣାଣି

ସୋମବାର ଦିନ ରେଢୁୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ସରପଞ୍ଚ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା|ଏଥିରେ ବ୍ଲକ AEE ସୁଚିଶ୍ମିତା ବେହେରା,GPDO ସ୍ମାରକ ରଞ୍ଜନ ମହାନ୍ତି, ରେଢୁୁଆ ଗ୍ରାମ ପଞ୍ଚାୟତ ର JE ମଧୁସ୍ମିତା ସେଠୀ,PEO ସ୍ମୃତି ରଂଜନ ଗୁରୁ,ADEO ପ୍ରୀତି ରଂଜନ ସାହୁ,APO ମୋନାଲିସା ଲେଙ୍କା,BPC RH ଅନିତା ମହାପାତ୍ର, BRC ଇତି ସ୍ମିତା ବିଶ୍ବାଳ,JRA ଦୁଷ୍ମନ୍ତ ସାହୁ,ସ୍ମୃତି ରଞ୍ଜନ ସେଠୀ Development section,JA ଗୁରୁ ପ୍ରସାଦ ଦାଶ,BPA ରଞ୍ଜିତ କୁମାର ନାୟକ,MI ଙ୍କ section ରୁ staff ଉପସ୍ଥିତ ଥିଲେ | ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା,SEM, ଗ୍ରାମ ସାଥୀ ଓ ଗ୍ରାମ ପଞ୍ଚାୟତ ର ପିଅନ ଜୟୀରାମ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇ ଥିଲେ |ମୋଟ୍ ୨୨୩ ଗୋଟି ବିଭିନ୍ନ ବିଭାଗ ର ଅଭିଯୋଗ ଗ୍ରହଣ କରାଯାଇଥିଲା |

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *