ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି।

ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି।ଗଂଜାମ ଜିଲ୍ଲା ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦିଗାପଡା ଗ୍ରାମ ର ଯୁବକ ସନ୍ତୋଷ କୁମାର ମହାରଣା ନିଜ ଘର ସୁଇଜ୍ ମାରିବାକୁ ଯାଇ ବିଦ୍ୟୁତ ସକ୍ ରେ ମୃତ୍ୟୁବରଣ ବରଣ କରିଛନ୍ତି। ସ୍ଥାନୀୟ ହିଞ୍ଜିଳିକାଟୁ ମେଡିକାଲ୍ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ବେଲଗାଁ ପୋଲିସ ପହଞ୍ଚି ତଦନ୍ତ କରି ପୋଷ୍ଟମର୍ଟମ ବ୍ରହ୍ମପୁର MKGC ପଠାଗଲା ଦିଗାପଡା ଓ ଆଖପାଖ ଅଞ୍ଚଳ ଶୋକ ର ଲହରୀ ଖେଳିଯାଇଛି ।ସେ ସାହାସୀ ଓ ସମାଜସେବୀ ଚିତ୍ର ଶିଳ୍ପ ଓ କାରୁକାର୍ଯ୍ୟ ସହିତ ନିଜର ବୃତ୍ତି କରି ପରିବାର ଭରଣ ପୋଷଣ କରୁଥିଲେ। ତାଙ୍କ ଏକ ଵର୍ଷ ଶିଶୁ ପୁତ୍ର ଅଛି। ତାଙ୍କ ପରିବାର ତିନି ଭଉଣୀ ଓ ଦୁଇ ଭାଇ , ବଡ଼ ଭାଇ ଅଛନ୍ତି। ଏଭଳି ଅକାଳ ବିୟୋଗ ରେ ଶୋକ ଛାୟା ଖେଳିଯାଇଛି । ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ସମସ୍ତଙ୍କ ତରଫରୁ ସନ୍ତୋଷ କୁମାର ମହାରଣା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *