ଭଦ୍ରକ ଜିଲାରେ ୯୬ଟି ଦୁର୍ଗାମେଢ଼ ବିସର୍ଜିତ

  ଭଦ୍ରକ : ୧୬/୧୦:- ଭଦ୍ରକ ଜିଲାରେ ଚଳିତବର୍ଷ  ସମୁଦାୟ ୯୬ ଟି ସାର୍ବଜନୀନ ଦୁର୍ଗାମେଢ଼ ପୂଜା ପାଇ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ଭସାଣି ଉତ୍ସବ ଚାଲୁ ରହିଥିଲା । ତେବେ ସାଳନ୍ଦୀ ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ।ଶାନ୍ତି-ଶୃଙ୍ଖଳା ରକ୍ଷାଲାଗି ଜିଲା ଆରକ୍ଷୀ ଅଧୀକ୍ଷକ  ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ରିପୋର୍ଟ :-ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *