ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

ହରିହର ହାଇସ୍କୁଲ ଠାରେ ଆଜ ଅପରାହ୍ନ ରେ ମାଁ ଖମ୍ବେଶ୍ୱରୀ ଠାରୁ ମଶାଲ ଧରି ସମଗ୍ର ଆସିକା ସହର ପରିକ୍ରମା ସାରି ହରିହର ହାଇସ୍କୁଲ ମିନି ଷ୍ଟାଡିୟମରେ ପହଞ୍ଚି (ତିରିଶି ଜିଲ୍ଲାର ପୁରୁଷ ଓ ମହିଳା ମିଶି ମୋଟ୍ ୭୫୬ ପ୍ରତିଯୋଗି ଭାଗ ନେଇଛନ୍ତି।୭୨ ତମ ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ହାଇସ୍କୁଲ ମିନି ଷ୍ଟାଡିୟମରେ ଧ୍ଵଜା ଉତ୍ତୋଳନ,ଶପଥ ପାଠ ପରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଡ଼ଃ ସୁଶାନ୍ତ କୁମାର ପଣ୍ଡା, ଶ୍ରୀ ମତୀ ବିନେତା ସ୍ବାଇଁ, ଶ୍ରୀ ମତୀ ଜୟନ୍ତୀ ବିଷୋୟୀ, ଶ୍ରୀ ସଙ୍ଗିତ ପାଢ଼ୀ, ଶ୍ରୀ ଲୋକନାଥ ବେଜ, ଶ୍ରୀ ଅଜୟ ବେହେରା, ଶ୍ରୀ କାମେଶ୍ଵର ରାଓ,ବିଧାୟକ ଶ୍ରୀ ଶିବ ନାୟକ ଓ ସତ୍ୟ ନାରାୟଣ ସ୍ବାଇଁ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା।

ଆୟୋଜକ ଗଞ୍ଜାମ ଜିଲ୍ଲା କ୍ରିଡ଼ା ସଂସଦ, ବ୍ରହ୍ମପୁର ଏବଂ ଗଞ୍ଜାମ କବାଡି ସଙ୍ଘ ଆସିକା ତତ୍ ସହ ପ୍ରୟୋଜକ ଓଡ଼ିଶା କବାଡି ସଙ୍ଘ, କଟକ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି।ବିଧାୟକ ଶ୍ରୀ ଯୁକ୍ତ ସରୋଜ କୁମାର ପାଢ଼ୀ ଗଞ୍ଜାମ କବାଡି ସଙ୍ଘ ସଭାପତି ଆସିକା ଙ୍କ ପରୈ।ହିତ୍ୟ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ।୩୦ ଜିଲ୍ଲା ରୁ ୩୪ ଗୋଟି ପୁରୁଷ ବିଭାଗରେ ୪୦୮ ଜଣ ଖେଳାଳି,୨୯ ଗୋଟି ମହିଳା ବିଭାଗରେ ୩୪୮ ଜଣ ଖେଳାଳି ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *