ବିଜେବି କଲେଜ ଶିକ୍ଷା ବିଭାଗ ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ –

ବିଜେବି କଲେଜ ଶିକ୍ଷା ବିଭାଗ ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ -:ବିଜେବି କଲେଜ ଶିକ୍ଷା ବିଭାଗ ପୂର୍ବତନ ଛାତ୍ର ଛାତ୍ରୀ (୧୯୯୮-୨୦୦୩) ମାନଙ୍କର ସବୁ ବର୍ଷ ପରି ଚଳିତ ବର୍ଷ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଭୁନେଶ୍ବରସ୍ଥିତ ହୋଟେଲ Arya palace ରେ ଅନୁଷ୍ଟିତ ହେଇଯାଇଛି. ଏହି ଉତ୍ସବ କୁ ଗ୍ରୁପ ର ମୁଖ୍ୟ ସସ୍ମିତା ଦାସ କେକ୍ କାଟି ସମସ୍ତ ସହପାଠୀମାନଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହ ପରିବେଶ କୁ କିପରି ସୁରକ୍ଷା କରିବା ଲୋକଙ୍କୁ ସଚେତନ କରିବାକୁ ଆହ୍ବାନ ଜଣାଇବା ସହ ବନ୍ଧୁ ମିଲନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ. ଏହି ବନ୍ଧୁମିଲନ ରେ ମହେବୁବ,ବିପ୍ଳବ,ସରୋଜ,ପିଙ୍କି, ଶ୍ରୀକାନ୍ତ,ସିଲି, ପ୍ରଦୀପ,ନରେନ୍,ବିକ୍ରମ, ନାରୁ ଓ ଅନ୍ୟମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *