କୋଣାର୍କ କାକଟପୁର ରାସ୍ତା ଓସଳଙ୍ଗ ଛକ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ

କୋଣାର୍କ କାକଟପୁର ରାସ୍ତା ଓସଳଙ୍ଗ ଛକ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନାବାଳକ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ଯୁବକଙ୍କ ଘର ଚାରିଛକ ନିକଟ ବନମାଳିପୁର ଗ୍ରାମର ବୋଲି ସୁଚନା ମିଳିଛି। ଅତ୍ୟଧିକ ମଦ୍ୟପାନ ଓ ଦୃତ ଗାଡି ଚାଳନା ଦୁର୍ଘଟଣା ଓ ମୃତ୍ୟୁ କାରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କୋଣାର୍କ ଖବର।

Leave a Reply

Your email address will not be published. Required fields are marked *