ରିଲାଏନ୍ସ କମ୍ପାନୀରେ ନିଯୁକ୍ତି ଦାବୀରେ ଅନଶନ
ଝାରଗାଡିଆ ନିକଟରେ ପଲିଷ୍ଟର କାରଖାନା ଜମିହରା ପ୍ରଜାସଂଘ ଦ୍ବାରା – ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ : ଝାରଗାଡିଆ ନିକଟରେ ଥିବା ରିଲାଏନ୍ସ କମ୍ପାନୀ ପଲିଷ୍ଟର ଜମିହରା ପ୍ରଜାସଂଘ ଦ୍ବାରା ଶନିବାର ଦିନ ୧୦ ଟାରେ ରିଲାଏନ୍ସ କମ୍ପାନୀ ନିଯୁକ୍ତି ଦାବୀରେ ଅନଶନ କରା ଯାଇଥିଲା । ନିଯୁକ୍ତି କି ନେଇ ବିଭିନ୍ନ ଦାବୀ ଥିଲା ବେଳେ ଅନଶନ ବେଳେ ସଦର ଥାନା ପୋଲିସ ଏବଂ କମ୍ପାନୀ କତୃପକ୍ଷ ମିଶ ଆଲୋଚନା କରିଥିଲେ ।

ଏବଂ ସେମାନଙ୍କ ଦାବି ଗୁଡ଼ିକ ପୂରଣ କରା ଯିବାର ପ୍ରତିଶ୍ରୁତି ଦିଆଯାଇ ଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟାରେ ସେମାନେ ଯାହା କୁହନ୍ତି ।
