ସାଧାରଣତନ୍ତ୍ର ଦିବସ ବ୍ରହ୍ମପୁର ପଞ୍ଚାୟତ ଅଫିସ୍ ରେ ପାଳିତ ହୋଇ ଯାଇଛି,

ଆଜି ବ୍ରହ୍ମପୁର ପଞ୍ଚାୟତ ସମିତି ରେ ଭଦ୍ରକ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ସମିତି ଅଫିସ୍ ଠାରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ବିଜେପି ର ସରପଞ୍ଚ ଶ୍ରୀ ଯୁକ୍ତ ନରହରି ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।ଶହ ଶହ ସଂଖ୍ୟାରେ ରେ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ

Leave a Reply

Your email address will not be published. Required fields are marked *