ଜୟ ମାଁ ପେଣ୍ଡାଣୀ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା l

ରାଇଘର , ପୂର୍ବ ପୁରୁଷ ଧରି ପାଳି ଆସୁଥିବା ଜୟ ମାଁ ପେଣ୍ଡାଣୀ ଠାକୁରାଣୀ ମାଁ ଙ୍କ ପୂଜା । ଏହି ଆଦିବାସୀ ଚୋରବେଡ଼ା ଗ୍ରାମ ର ସମସ୍ତ ଲୋକମାନେ ମୀସି କି ମା ପେଣ୍ଡାଣୀ ଠାକୁରାଣୀ ଙ୍କ ମନ୍ଦିର ପତୀଷ୍ଟା କାର୍ଯ୍ୟ କ୍ରମ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ବୁବାଇ ଅନ୍ତର୍ଗତ ଆଦିବାସୀ ଚୋରବେଡ଼ା ଗ୍ରାମ ଠାରେ ମାଁ ପେଣ୍ଡାଣୀ ଠାକୁରାଣୀ ଙ୍କ ମନ୍ଦିର ପତୀଷ୍ଟା ରେ ପୂଜା ଅର୍ଚ୍ଚନା ବେଳେ ହୁଳହୁଳି ଶଙ୍ଖ ଧ୍ୱନି ରେ କମ୍ପି ଉଠୁଥିବା ଗ୍ରାମ ର ଲୋକମାନେ କହୁଛନ୍ତି। ଏହି ମନ୍ଦିର ର ଦୁଇଟି ପୂଜାରୀ ରତନ ଗଣ୍ଡ ବାଲଶାଏ ଗଣ୍ଡ l ଏହି ଗ୍ରାମର ଲୋକମାନେ କହୁଛନ୍ତି ତାଙ୍କ ମନ୍ଦିର ଭହୁତ ଛୋଟ ହେବାରୁ ଗ୍ରାମର ଲୋକମାନେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛନ୍ତି । ଏହି ମନ୍ଦିର ଟିକିଏ ବଡ଼ କରିଦେଲେ ଭଲ ହେଇଥାନ୍ତା ବଳି କହୁଛନ୍ତି ଗ୍ରାମ ବାସି। ଏହି ଗ୍ରାମର ସମସ୍ତ ଲୋକମାନେ ସରକାର ପାଖକୁ ଅନୁରୋଧ କରୁଛନ୍ତି ତାଙ୍କ ମନ୍ଦିର ଟିକିଏ ବଡ଼ କରିଯାଉ ବଳି କହୁଛି ଗ୍ରାମ ବାସି।

ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *