ବାର୍ଷିକ ଉତ୍ସବ ସ୍ରୋତା ଙ୍କ ରେ ମନ ମୋହିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

ବାର୍ଷିକ ଉତ୍ସବ ସ୍ରୋତା ଙ୍କ ରେ ମନ ମୋହିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଆନନ୍ଦପୁର* ଆନନ୍ଦପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାହାରରେ ପାଳିତ ହୋଇଯାଇଅଛି l ଆଜିର ଏହି ବାର୍ଷିକ ଉତ୍ସବ ରେ ଭାରlପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ଜେନା ଙ୍କ ସଭାପତିତ୍ୟରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବି ଡି ଓ ମନୋଜ ନାଥ ମହlନ୍ତ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ହେମେନ୍ଦ୍ର କୁମାର ମହାନ୍ତି, ବିଶେଷ ଅତିଥି କୁମାରୀ ରଜନୀ ରାଣୀ ଖଟୁଆ ଆନନ୍ଦପୁର ମୁନିସିପାଲିଟି ଚେୟାରମେନ,ସନମାନୀୟ ଅତିଥି ସତ୍ୟବ୍ରତ ରାମ ସ୍କୁଲଚେୟାରମେନଏବଂ ସନମାନୀୟ ଅତିଥି ଭାବେ ସାବିତ୍ରୀ ଦାସ ଯୋଗ ଦେଇ ମା ତାରିଣୀଙ୍କ ଫୋଟ ରେ ପୁଷ୍ପ ମାଲ୍ୟ, ଦୀପ ପ୍ରଜ୍ୟୋଳନ କରିଥିଲେ l ଆଜିର ସଭାରେ ବିରଞ୍ଜନ ବେହେରା ଅତିଥି ମାନଙ୍କର ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷୟତ୍ରୀ ସଂଘମିତ୍ରା ପଣ୍ଡା ବିବରଣୀ ପାଠ କରିଥିଲେ l ସଭାର ମଧ୍ୟାନ୍ନ ରେ ସାଂସ୍କୃତିକ କାଯ୍ୟକ୍ରମ ଆରମ୍ଭ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

Leave a Reply

Your email address will not be published. Required fields are marked *