ସୋରଡା ବ୍ଲକ ରେ ଅନୁଷ୍ଠିତ ହୋଇଥିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

   ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଅନୁଷ୍ଠିତ ହୋଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏଇଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସଂଜିବରାଜ୍ ସେନାପତି
 ।ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ।ସୋରଡା ବ୍ଲକ ରେ ଥିବା ଛବିଶି ଗୋଟି ପଞ୍ଚାୟତ ର ସମସ୍ତ ଭିନ୍ନକ୍ଷମ ଛୋଟ ପିଲା ଠାରୁ ଧରି ବୃଦ୍ଧ ବ୍ୟକ୍ତି ଓ ମା ମାନେ ଉପସ୍ଥିତ ହୋଇଥିଲେ।ଭିନ୍ନକ୍ଷମ ମାନଙ୍କ ପାଇଁ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ  ଅନନ୍ୟ ସୁବିଧା ଯୋଗାଇଥିଲେ । ସେମାନଙ୍କୁ ନେବା ଆଣିବା ପାଇଁ  ମିଶନ ଶକ୍ତି ର ମହିଳା ମାନେ ବହୁତ ସହଯୋଗ କରିଥିଲେ ସେମାନଙ୍କୁ ମୁଖ୍ୟ ଫାଟକ ଠାରୁ ସେମାନଙ୍କୁ ସଭାସ୍ଥଳରେ ପହଞ୍ଚାଇବାରେ  ବହୁତ୍ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଭିନ୍ନକ୍ଷମ ମାନଙ୍କ ଖାଦ୍ୟପେୟ ର ବ୍ୟବସ୍ଥା ହୋଇଥିଲା l ଶାନ୍ତିଶ୍ରୁଖଳା ର ସହିତ କାର୍ଯ୍ୟକ୍ରମ ଟି ହୋଇଥିଲା

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *