ବନ୍ଦ ଘରୁ ତିନ ମୃତ୍ୟୁ ଦେହ ଉଦ୍ଧାର
କାମାକ୍ଷାନଗର୧୫/୦୨/୨୫ – ଏବେକାର ସବୁଠାରୁ ବଡ ଖବର ବନ୍ଦ ଘରୁ ତିନ ମୃତ୍ୟୁ ଦେହ ଉଦ୍ଧାର lଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଅଭାବନୀୟ ଘଟଣା। ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର ସଦର ଥାନା ପୋଲିସ ।ତିନିଦିନ ପରେ ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର ପୋଲିସ ।ଘର ଭିତରେ ଝୁଲନ୍ତା ଅବସ୍ଥାରେ ରହିଛି ବାପା, ଚାଳିଶ ବର୍ଷୀୟା ଝିଅ ଓ 18ବର୍ଷ ବୟସ୍କ ନାତିର ମୃତ ଦେହ।ମୃତକ ହେଲେ ଶଙ୍କର୍ଷଣ ଦାସ,ଝିଅ ସୁବର୍ଣ୍ଣ ଓ ନାତି ସନ୍ତୋଷ।ମୃତଦେହ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୁଲିସ।
