ବେଆଇନ ଗୋରୁ ଚାଲାଣ ଉପରେ ପୁରୁଣାବଜାର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ |

ଭଦ୍ରକ : ବେଆଇନ ଗୋରୁ ଚାଲାଣ ଉପରେ ପୁରୁଣାବଜାର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ | ଗୋରୁ ଚାଲାଣ ବେଳେ ୨ଟି ଗୋରୁ ଗାଡ଼ି ଜବତ ସହ ୨୪ ଗୋଟି ଗୋରୁ ଉଦ୍ଧାର କରିଛି ପୋଲିସ | ଏହି ବେଆଇନ କାର୍ଯ୍ୟରେ ଲିପ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି ପୋଲିସ | ତେବେ ଆଗାମୀ ଦିନରେ ବେଆଇନ ଗୋ ଚାଲାଣ ଉପରେ ପୋଲିସର କଡ଼ା ନଜର ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୂପ ବେହେରା |

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *